वक्त बेवक्त तुम यूँ याद न आया करो
यूँ ही हमसे खामोशी भी ना छीना करो
केहनी थी जो बातें दिल की कभी तुम्हें
यूँ यादों मे आके उन्हें कुरेदा न करो...
ନିଜ ହାଡ଼ କୁ ପବ ପବ କରି ଚୁନା କରି ମୋ ମନରେ ଯିଏ ସୁନାର କଳ୍ପନା ସୃଜନ କରନ୍ତି, ମୋ ଓଠରେ ଟିକିଏ ହସ ଦେଖିବା ପାଇଁ ନିଜର ଆଖିର ତତଲା ଲୁହକୁ ଦେହର ଶିତଳ ଲହୁ ସହିତ ଯେ ମିଶାଇ ଚାଲିଥାଆନ୍ତି... ନିଜ ଜ଼ିବନର ସୁଖ ସଳିତାକୁ ତିଳ ତିଳ କରି ଜାଳି ମୋ ଜୀବନର ଚଳପଥକୁ ଆଲୋକିତ କରିବାରେ ଯିଏ ବ୍ୟସ୍ତ, ମୋତେ ମଣିଷ ପରି ମଣିଷ କରି ଗଢି ତୋଳିବା ପାଇଁ ଯିଏ ସର୍ବଦା ବ୍ୟଗ୍ର... ସେଇ ପରମ ପୂଜନୀୟ ମା ବାବାଙ୍କ ପାଦପଙ୍କଜରେ ଭକ୍ତି ଅର୍ଘ୍ୟ ଅର୍ପଣ
କାଲି ଦଶମ ଶ୍ରେଣୀ ବୋର୍ଡ ପରିକ୍ଷାର ରେଜଲ୍ଟ ବାହାରିଲା, ଆଉ ପଡ଼ିଶାଘର ଝିଅଟି 89% ମାର୍କ ରଖିଥିବାରୁ ଖୁସିରେ ଚକଲେଟ ବାଂଟୁଥିଲା ... ହଠାତ ମୋ ପିଲାବେଳ ସ୍କୂଲ ସମୟର କ...
wah..kuch or mehnat kijiye shayri par....
ReplyDeleteShukriya...
ReplyDeleteHukm sar aankho par...
-jr