ଦଶମ ଶ୍ରେଣୀ ବୋର୍ଡ ରେଜଲ୍ଟ

କାଲି ଦଶମ ଶ୍ରେଣୀ ବୋର୍ଡ ପରିକ୍ଷାର ରେଜଲ୍ଟ ବାହାରିଲା, ଆଉ ପଡ଼ିଶାଘର ଝିଅଟିଏ 89% ମାର୍କ ରଖିଥିବାରୁ ଖୁସିରେ ଚକଲେଟ ବାଂଟୁଥିଲା  ହଠାତ ମୋ ପିଲାବେଳେ ସ୍କୂଲ ସମୟର କଥ...