Thursday, November 21, 2024

Father, Philosopher, Guide.

Time and you both are gone Baba. But I am still watching you in the same way how I used to see you when I was 2 yrs and you took me along with you to Kendrapada from our hometown. I knew you, feared you and  equally love you for what you were and what you will be loved forever. Your teachings of life lessons are still a guiding path for me and I shall always be indebted to you for being my father and guiding light. Om Shanti ! 

Monday, November 04, 2024

Vini Vs Icons

 Part 1


The intro


After Vini lost the Ballon d’or, the fans and media are criticising him too much.Even the icons are disrespecting him.On seeing  this Vini wants to take revenge against the icons.He starts by making fun of them and posts humiliating pictures about their career on social media.On seeing this, the icons get very mad at Vini and want show him who is the real boss by an ultimate game of football.


Part-2


Vini’s acception


Vini accepts the challenge and starts assembling his superteam.He calls all the players he needs for his team and tells them the reason behind it.First he calls his idol CR7,and CR7 accepts the invitation.Then he calls the other players he needs for his team and everyone says yes.He also calls Sir Alex Ferguson and asks him to be the coach for his team.

Ferguson agrees with Vini and then Vini starts to organise his superteam


Part-3


Vini’s starting XI


ST

CR7


LW [C]                                                                                                                               RW

Vini                                                                                                                               Messi

CAM

Bellingham

                          


                                                      CM                                   CM

     MODRIC           KDB


    CB CB

RAMOS RUDIGER

LB RB

SALIBA       CARVAJAL

GK

NEUER

Substitutes:Courtois,Mbappe,Ruben Dias,Lewandowski,Trent,Palmer,Stones.




        Part-4


Sunday, May 12, 2024

ଏ ଜୀବନ ମୁ ପ୍ରସ୍ତୁତ ତୋ ପାଇଁ ...


ବାବାଙ୍କୁ ହରେଇ ମୁ ଖାଲି ଏକୁଟିଆ ତ ବାପଛେଉଣ୍ଡ ହେଇ ନ ଥିଲି ମାତ୍ର ଏମିତି ଜଣକୁ ହରେଇଦେଲି ଯିଏ କି ମୋତେ ବଂଚିବାର ଆଉ ହସିବାର ଆଉ ଜୀବନକୁ ବଂଚିବାର ଶିଖେଇଥିଲେ. ତାଙ୍କ ଦେଖାଇଥିବା  ରାସ୍ତାରେ ଚାଲୁ ଚାଲୁ ମୁ ଏମିତି ମୋଡରେ ପହଂଚିବି ଭାବି ନ ଥିଲି ମାତ୍ର ଗୋଟେ କଥା ଶିଖିଥିଲି ଯେ ମୁ ପଛକୁ ଚାହିଁବି ନାହିଁ କି ବାଟ ରେ ରହି ଯିବି ନାହିଁ.

ସେ ତ ଖାଲି ମୋ ବାପା ନ ଥିଲେ ସେ ତିଳେ ଜଣେ ଦକ୍ଷ ନାଗରିକ ଆଉ ଶାସକ. ତାଙ୍କ ପାଟି ଶୁଣି ଶୁଣି ଆମେ ବଢି ଅଶିଚୁ ଆଉ ଜୀବନର ଗୋଟିଏ ଗୋଟିଏ ଶିକ୍ଷା ତାଙ୍କ ଆଦର୍ଶରୁ ଶିଖିଆସିଚି. ନିସ୍ଵାର୍ଥପରଭାବେ ତାଙ୍କ ପରି ଆଜି ପର୍ଯ୍ୟନ୍ତ ବଂଚି ଆସିଛି ଆଉ ଆଗକୁ ମଧ୍ୟ ଏମିତି ଚାଲିବ. 


ମାତ୍ର ଆଜିର କଥା କହିବାକୁ ଗଲେ ଆଜି ଜୀବନରୁ ବହୁତ କିଛି ହଜିଗଲା ସବୁଦିନ ପାଇଁ... ଜୀବନ ଆଉ ସେମିତି ସରସ ଆଉ ସାବଲୀଳ ହବ ନାହିଁ କେବେବି. ଗୋଟିଏ କଥା ସତ ଆଉ ମୁ ନିଜ ଅନୁଭୂତିରୁ ଜାଣିଲି ଯେ ମଣିଶ ଆଜି ଗଣାଯାଏ ତା ପଇସା ଆଉ ତାର ବେଶଭୂଷରୁ ନ କି ତାର ନିଜସ୍ୱ ଆଦର୍ଶରୁ. ସିଏ ଯିଏ ବି ହଉ ନା କାହିଁକି ହଉ ସିଏ ଅଫିସର ବା ନିଜ ଘରେ, ସମସ୍ତେ ଖୋଜନ୍ତି ଜଣେ କୁହାଲିଆ ଆଉ ପାରିବାର ମଣିଶଟିଏ. ମାତ୍ର ତାକୁ ଆପଣ କଣ କହିବେ ଯିଏ ଏ ସବୁ ଦେଖେଇବାରେ ଆଉ କହିବାରେ ବିଶ୍ୱାସ କରେ ନାହିଁ. ହଁ ମୁ ମୋ କଥା କହୁଛି ଆଜି କାହାଠୁ କିଛି  ଆଶା କରୁନି ମୁ ମାତ୍ର ଏ ବିଶ୍ୱାସ ଆଉ ଚେସଟା କରୁଛି ଯେ ମୋ ଦ୍ୱାରା କାହାର କିଛି ଖରାବ କି କାହାର କିଛି ଅନର୍ଥ ନ ହଉ. ଆଜିବି ମୁ ଜୀବନର ସରଳତାରେ ଖୁସି ...

ଭଗବାନଙ୍କୁ ଧନ୍ୟବାଦ ଦଉଚି ଆଉ ଜୀବନ ଥିଲାଯାଏ ଦଉଥିବି. 

ବାପାମା ପାଇଁ କରିବି କରିବି କହୁ କହୁ ଜୀବନର 43 ବର୍ଷ କଟିଗଲା ସତରେ କଣ କରିଛି କଣ ନାହିଁ ମୁ ଜାଣିନି. ସ୍ତ୍ରୀ ଆଉ ପିଲା ପାଇଁ କଣ କରିଛି ସେତ ବି ମୁ କହୁନି... କଣ କହିବି କିଛି ବେଶୀ କରିନି, ସମସ୍ତେ କରନ୍ତି. 

ମାତ୍ର ଯାହା ମୁ ଆଶାକରିଥିଲି ସବୁଠି ମତେ ଭଗବାନ ନିରାଶ କଲେ. ହଉ ତାକୁ ବି ମୁ ଜୀବନର ଆଶୀର୍ବାଦ ଭାବେ ଗ୍ରହଣ କରୁଛି. ମଣିଷକୁ ସବୁକିଛି ମିଳେନା ମତେ ବି ମିଳିବନି...   

ମନ ଭିତରେ କିଛି ଖାଲି ରହିଗଲା ଆଉ ସେଟା ଏମିତି ହିଁ ରହିବ ଶେଷଯାଇ... ଏଇଟା ବୋଧେ ମୋର ଶାସ୍ତି ଆଉ ସେଥିପାଇଁ ଦୁଃଖ ନାହିଁ 

ମଥୁରାର ପ୍ରେମାନନ୍ଦ ବାବା କହିଲା ପରି ମଣିଷ କଣ ଆଣିଥିଲା ଯେ ସେଥିପାଇଁ ଦୁଃଖ କରିବ. ସବୁ ତ ମାୟା ତ ସେଇ ଅନଂତକୋଟି ବ୍ରହ୍ମାଣ୍ଡନାୟକ ପ୍ରଭୁଙ୍କ ସୃଷ୍ଟି ଆଉ କ୍ଷଣିକ ଜୀବନରେ ସୁଖ ଆଉ ଦୁଃଖ ସବୁ ମନର ଗୋଟେ ସ୍ଥିତିମାତ୍ର. 

ଜୀବନ ଗୋଟିଏ ମୋଡ ନବାକୁ ଯାଉଛି ଏଟା ମୁ ଏବେ ବୁଝିପାରୁଛି. ଆଉ ତାର ସମସ୍ତ ଅହେତୁକ ଆଉ ଆଶ୍ଚର୍ଯ୍ୟ ପାଇଁ ମୁ ପ୍ରସ୍ତୁତ...

Wednesday, April 24, 2024

Employee Background Check...

You are hiring and after a tough sourcing, screening and selection process you landed with a candidate matching with your requirement....

.

.

HOLD ON, DO NOT ONBOARD

.

you might to do a Employee BG check before you onboard and unleash him to your team. This can save you lot of time, money and even your entire business as well. But do the current day companies serious about the employee background check.. Where some of the structured tier 1 companies do rely on third party agencies for BGV, most other companies are dependent on the internal process of refence check even there are companies who call themselves high performing companies they do not take this seriously. 

but those who do BG checks you have any idea what kind of BG checks they do here is a list of items they check as per the project requirement.

  • Current Employment
  • Social Media Search
  • Criminal Felony & Misdemeanour
  • Global Right to Work Documentation
  • Adverse Media Search (English)
  • Adverse Media Search (English)
  • Global Employment
  • Past Employment
  • Professional Reference Check Report
  • Professional Licenses Report
  • Standard Gap analysis
  • Criminal Records
  • Credit Check 
  • Global Sanctions & Enforcement
  • Professional Qualification Verification
  • Fitness and Propriety
  • Animal Rights Activism Search
  • CV Analysis
  • Copyright & Genuity Verification

Were you aware of such checks or do you find any of the listed above is unique or funny, comment and let me know. 

Tuesday, April 09, 2024

ସମୟ ଚକ

ସମୟ ଚକ ଗଡି ଚାଲିଛି ଆଉ ମୁ ଜୀବନ ଚକ ତଳେ ପେଷି ହେଇଗଲିଣି. ସବୁ ବିଷୟର ମୂଳ ରେ ପଇସା ଟଙ୍କା ଆଉ କିଛି ନାହିଁ ରେ ଭାଇ. ଆଜି ତୋ ପାଖରେ ପଇସା ଅଛି ତ, ତୁ ମଣିଷରେ ଗଣା ନ ହେଲେ କିଏ ପଚାରେ